ବିବାହ_ପାଇଁ_କନ୍ୟାକୁ_୬୦ହଜାର
ବିବାହ_ପାଇଁ_କନ୍ୟାକୁ_୬୦ହଜାର-ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ମାର୍ଗଦର୍ଶିକା ଜାରି-କନ୍ୟାଙ୍କୁ ମୋଟ ୬୦ ହଜାର ଟଙ୍କା ସହାୟତା ମିଳିବ-DBT ମାଧ୍ୟମରେ କନ୍ୟାର ଖାତାକୁ ୪୫ ହଜାର ମିଳିବ -ଅବଶିଷ୍ଟ ୧୫ ହଜାର ବିବାହ କାର୍ଯ୍ୟ ପାଇଁ NGOକୁ ଦିଆଯିବ-ପୁନଃବିବାହ ପାଇଁ ଆଗ୍ରହୀ ଥିବା ମହିଳା ବି ଏଥିରେ ସାମିଲ ହେବେ-ଯୋଜନା ୨୦୨୫-୩୦ ପର୍ଯ୍ୟନ୍ତ ୫ ବର୍ଷ ପାଇଁ କାର୍ଯ୍ୟକାରୀ ହେବ-ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି l
