ସ୍କୁଲରେ ବଜ୍ରପାତ ଘଟି ୪ଜଣ ପିଲା_ଗୁରୁତର
-ଟାଙ୍ଗୀରେ ସ୍କୁଲ ଉପରେ ପଡ଼ିଲା ବଜ୍ର, ୪ଛାତ୍ରଛାତ୍ରୀ ଗୁରୁତର
-କୁହୁଡ଼ି ଲକ୍ଷ୍ମୀଧରପୁର ସରକାରୀ ୟୁପି ସ୍କୁଲରେ ବଜ୍ରପାତ
-ସ୍କୁଲରେ ପାଠପଢ଼ା ଚାଲିଥିବା ବେଳେ ହଠାତ୍ ପଡ଼ିଲା ବଜ୍ର
-ଜଣେ ଛାତ୍ରୀ ଓ ୩ ଛାତ୍ର ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି
-ଗୁରୁତର ଛାତ୍ରଛାତ୍ରୀ ଟାଙ୍ଗୀ ମେଡିକାଲରେ ଚିକିତ୍ସାଧୀନ
