ହାତୀ_ପାଇଁ_ଅଧ_ଘଣ୍ଟା_ଏନ୍‌ଏଚ୍‌ ବନ୍ଦ

ହାତୀ_ପାଇଁ_ଅଧ_ଘଣ୍ଟା_ଏନ୍‌ଏଚ୍‌_ବନ୍ଦ-କେନ୍ଦୁଝରରେ ହାତୀପଲଙ୍କ ପାଇଁ ଅଧ ଘଣ୍ଟା ବନ୍ଦ ପଡ଼ିଲା NH-45-୨୨ ଟିକିଆ ହାତୀପଲ ରାସ୍ତା ଅତିକ୍ରମ ପାଇଁ ଠପ୍‌ ହେଲା ଗାଡ଼ି ଚଳାଚଳ-ଅଧ ଘଣ୍ଟା ଧରି NH-45ରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ-ପାଟଣା ରେଞ୍ଜରୁ ସଦର ରେଞ୍ଜର ଟାଙ୍ଗରି ଗାଁକୁ ଗଲେ ହାତୀପଲ l

Leave a Reply

Your email address will not be published. Required fields are marked *