ନବୀନଙ୍କ_ଚିଠିର_ଜବାବ_ଦେଲେ_ଧର୍ମେନ୍ଦ୍ର-
ନବୀନଙ୍କ_ଚିଠିର_ଜବାବ_ଦେଲେ_ଧର୍ମେନ୍ଦ୍ର-MMDR ସଂଶୋଧନ ବିଲ୍ -୨୦୨୬କୁ ନେଇ ନବୀନଙ୍କୁ ଉତ୍ତର ଦେଲେ ଧର୍ମେନ୍ଦ୍ର-ନବୀନଙ୍କ ପତ୍ରର ପ୍ରତିଉତ୍ତର ରଖିଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ-ତଥ୍ୟକୁ ଗୋପନ ରଖି ମିଛରେ ଭୟ ସୃଷ୍ଟି କରି ବିଭ୍ରାନ୍ତ କରିବା ଅନୁଚିତ୍-ନୂଆ ଆଇନ ଦ୍ୱାରା ଖଣିଜ ରାଜସ୍ୱର ପ୍ରାୟ ୯୦% ସିଧାସଳଖ ରାଜ୍ୟ କୋଷାଗାରକୁ ଯିବ-ଓଡ଼ିଶା ନିଲାମ ପ୍ରିମିୟମର ୧୧୦%, ରୟାଲଟି ୧୫% DMF ପାଣ୍ଠି ସମ୍ପୂର୍ଣ୍ଣ ପାଇବ-୨୦୧୪ ପୂର୍ବରୁ ଓଡ଼ିଶାର ବାର୍ଷିକ ରାଜସ୍ୱ ମାତ୍ର ୫ ହଜାର କୋଟି ଥିଲା-୨୦୧୫ରେ ସ୍ୱଚ୍ଛ ଇ-ନିଲାମ ନୀତି ଯୋଗୁଁ ୫୦ହଜାର କୋଟିରେ ପହଞ୍ଚିଛି-ରାଜ୍ୟର ବିକାଶ ଓ ଯୁବପିଢ଼ିଙ୍କ ସ୍ୱାର୍ଥରେ ସାଂସଦ ଏହି ବିଲକୁ ସମର୍ଥନ କରିଛନ୍ତି-ଦଳୀୟ ମନୋଭାବରୁ ଊର୍ଦ୍ଧ୍ୱକୁ ଯାଇ ସମର୍ଥନ କରିବାକୁ କହିଲେ ଧର୍ମେନ୍ଦ୍ର l
