ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ୍‌କୁ MGM ମିନେରାଲସ ପକ୍ଷରୁ ୧ କୋଟି ଟଙ୍କା ପ୍ରଦାନ

ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ୍‌କୁ MGM ମିନେରାଲସ ପକ୍ଷରୁ ୧ କୋଟି ଟଙ୍କା ପ୍ରଦାନ କରାଯାଇଛି…….ଆଜି ଲୋକସେବା ଭବନରେ କମ୍ପାନୀର ଏମ୍‌ଡି ପଙ୍କଜ ମହାନ୍ତି ଓ ନିର୍ଦ୍ଦେଶକ ସିଦ୍ଧାର୍ଥ ମହାନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ୧ କୋଟି ଟଙ୍କାର ଚେକ୍‌ ହସ୍ତାନ୍ତର କରିଛନ୍ତି……

Leave a Reply

Your email address will not be published. Required fields are marked *