ଫ୍ରିଜ୍_ବିସ୍ଫୋରଣରେ_୪ମୃତ
ଫ୍ରିଜ୍_ବିସ୍ଫୋରଣରେ_୪ମୃତ-କର୍ଣ୍ଣାଟକରେ ବେଲଗାଭି ସେଣ୍ଟ୍ରାଲ୍ ବସଷ୍ଟାଣ୍ଡ ନିକଟ ଚାଭାଟ ଗଲିରେ ଅଘଟଣ-ଫ୍ରିଜ୍ ବିସ୍ଫୋରଣରେ ପରିବାରର ୪ ମୃତ, ୨ ଉଦ୍ଧାର-ଗତକାଲି ରାତିରେ ଘରେ ୬ ଜଣ ଶୋଇଥିଲେ-ଭୋର ୨ଟା ୧୫ରେ ପ୍ରଚଣ୍ଡ ଶବ୍ଦରେ ଥରିଉଠିଲା ଘର-କିଛି ସମୟ ଭିତରେ ଚାରିଆଡ଼େ ନିଆଁ ବ୍ୟାପିଯାଇଥିଲା-ନିଆଁ ଭିତରେ ଫସିଯାଇଥିଲେ ପୁରା ପରିବାର-ବିସ୍ଫୋରଣ ଓ ନିଆଁରେ ଘରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ-ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ l
