ୟୁପି_IASଙ୍କ_ଇସ୍ତଫା_ମଞ୍ଜୁର
ୟୁପି_IASଙ୍କ_ଇସ୍ତଫା_ମଞ୍ଜୁର – ଚର୍ଚ୍ଚିତ ଆଇଏଏସ ଦିବ୍ୟା ମିତ୍ତଲଙ୍କ ଇସ୍ତଫା ଗ୍ରହଣ- ଇସ୍ତଫାକୁ ମଞ୍ଜୁରୀ ଦେଲେ କେନ୍ଦ୍ର ସରକାର- କେନ୍ଦ୍ରୀୟ କାର୍ମିକ ମନ୍ତ୍ରଣାଳୟ (DoPT) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ- ସମସ୍ତ ସରକାରୀ ପଦରୁ ମୁକ୍ତ ହେଲେ ଦିବ୍ୟା ମିତ୍ତଲ- ୨୦୧୩ ବ୍ୟାଚର ଥିଲେ ଆଇଏଏସ ଅଧିକାରୀ l
