PIL_ଉଦ୍ଦେଶ୍ୟ_ପ୍ରଣୋଦିତ

#PIL_ଉଦ୍ଦେଶ୍ୟ_ପ୍ରଣୋଦିତ: AG -ଉପମୁଖ୍ୟମନ୍ତ୍ରୀ ପଦ ଅସାମ୍ବିଧାନିକ ଦର୍ଶାଇ ହାଇକୋର୍ଟରେ ମାମଲା ପ୍ରସଙ୍ଗ-PIL ଉଦ୍ଦେଶ୍ୟ ପ୍ରଣୋଦିତ କହିଲେ AG ପୀତାମ୍ବର ଆଚାର୍ଯ୍ୟ-ଉପ ମୁଖ୍ୟମନ୍ତ୍ରୀ ପଦବୀରେ କୌଣସି ଅନିୟମିତତା ନାହିଁ: AG -ଅନେକ ରାଜ୍ୟରେ ଉପମୁଖ୍ୟମନ୍ତ୍ରୀ ପଦବୀ ରହିଛି-ପୂର୍ବରୁ ଓଡ଼ିଶାରେ କଂଗ୍ରେସ ସମୟରେ ଉପମୁଖ୍ୟମନ୍ତ୍ରୀ ପଦବୀ ଥିଲା-ଶାସନକୁ ସୁପରିଚାଳନା ପାଇଁ ଏଭଳି ବ୍ୟବସ୍ଥା ରହିଛି-ମିନିଷ୍ଟର ପେ ଆଣ୍ଡ ଆଲଉନ୍ସ ନିୟମ ଅନୁସାରେ ସବୁ ହେଉଛି-ଫାଇନ ସହ ଏଭଳି ମାମଲାକୁ ଖାରଜ ପାଇଁ ଆମର ଯୁକ୍ତି ରହିବ

Leave a Reply

Your email address will not be published. Required fields are marked *