MMDR_ପ୍ରତ୍ୟାହାର_ନ_ହେଲେ_ଧାରଣା
MMDR_ପ୍ରତ୍ୟାହାର_ନ_ହେଲେ_ଧାରଣା: #ବିଜେଡି-MMDR ପ୍ରତ୍ୟାହାର ନହେବା ଯାଏଁ ରାଜଭବନ ଆଗରେ ଧାରଣା ଦେବ ବିଜେଡି-ପ୍ରେସମିଟ୍ରେ ସୂଚନା ଦେଲେ ସଞ୍ଜୟ ଦାସବର୍ମା ଓ ଚିନ୍ମୟ ସାହୁ-ଧାରଣା ନେଇ ଖୁବ୍ ଶୀଘ୍ର ତାରିଖ ଘୋଷଣା କରାଯିବ କହିଲେ-ଶେଷରେ ନ୍ୟାୟ ନ ମିଳିଲେ ଓଡ଼ିଶା ବନ୍ଦ ଡାକରା ଦେବ ବିଜୁ ଜନତା ଦଳ-ନବୀନ ବାବୁ ବିବେକକୁ ପଚାରିବାକୁ ୨୦ ବିଜେପି ସାଂସଦଙ୍କୁ ଚିଠି ଲେଖିଛନ୍ତି-ବିଜେପି ନେତାଙ୍କ ପାଇଁ ପାର୍ଟି ବଡ଼ ହୋଇଛି, ମାଟି ନୂହେଁ l
