ଖୋଲିଲା_ତୃତୀୟ_ଚାଉଳ_ATM
ଖୋଲିଲା_ତୃତୀୟ_ଚାଉଳ_ATM-ରାଜ୍ୟରେ ଖୋଲିଲା ତୃତୀୟ ଚାଉଳ ଏଟିଏମ-ଢେଙ୍କାନାଳରେ ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କଲେ ଶୁଭାରମ୍ଭ-ଏହି ଏଟିଏମରେ ହିତାଧିକାରୀଙ୍କୁ ମିଳିବ ୨୪ଘଣ୍ଟିଆ ସେବା -ଆଉ ରିଟେଲର ପାଖରେ ଦେବାକୁ ପଡିବନି ଲମ୍ବା ଲାଇନ-ଆଙ୍ଗୁଠି ଟିପିଲେ ହିତାଧିକାରୀଙ୍କୁ ମିଳିଯିବ ତାଙ୍କ ଚାଉଳ-ପରେ ସମସ୍ତ ଜିଲ୍ଲାରେ ଖୋଲିବ ଏହି ଚାଉଳ ଏଟିଏମ l
