ପିୟୁସିସି_ଫାଇନ୍‌_କମାଇଲେ_ସରକାର

ପିୟୁସିସି_ଫାଇନ୍‌_କମାଇଲେ_ସରକାର-ପିୟୁସିସି ଜରିମାନା ହ୍ରାସ କଲେ ରାଜ୍ୟ ସରକାର-ଏନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସୂଚନା-ଏଣିକି ୧୦ ହଜାର ଟଙ୍କା ପରିବର୍ତ୍ତେ ୬ ହଜାର ଟଙ୍କା ଜରିମାନା-୨/୩ ଚକିଆ ପାଇଁ ପ୍ରଥମ ଉଲ୍ଲଂଘନରେ ୧୦୦୦ ଓ ଦ୍ୱିତୀୟରେ ୨୦୦୦ ଫାଇନ୍-କ୍ୟାବ୍‌/କାର୍‌/ଟ୍ରାକ୍ଟର ପାଇଁ ପ୍ରଥମ ଉଲ୍ଲଂଘନରେ ୨୦୦୦ ଓ ଦ୍ୱିତୀୟରେ ୫୦୦୦-ଅନ୍ୟାନ୍ୟ ଯାନଗୁଡ଼ିକ ପାଇଁ ପ୍ରଥମ ଉଲ୍ଲଂଘନରେ ୩୦୦୦ ଓ ଦ୍ୱିତୀୟରେ ୬୦୦୦-୯୦ ଦିନରୁ ଅଧିକ ଇ-ଚାଲାଣ ବକେୟା ଥିଲେ ହୋଇପାରିବନି ପିୟୁସିସି l

Leave a Reply

Your email address will not be published. Required fields are marked *