ଅକ୍ଟୋବର_୨୭ରେ_ଓଡ଼ିଶା_ଆସିବେ_ରାଷ୍ଟ୍ରପତି

#ଅକ୍ଟୋବର_୨୭ରେ_ଓଡ଼ିଶା_ଆସିବେ_ରାଷ୍ଟ୍ରପତି-ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ-ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସାଂସଦ ନବଚରଣ ମାଝୀଙ୍କ ସୂଚନା-ଅକ୍ଟୋବର ୨୭ରେ ରାଇରଙ୍ଗପୁର ଗସ୍ତ, ୨୮ରେ ଫେରିଯିବେ-ମେଗା ଚକ୍ଷୁ ଚିକିତ୍ସା ଶିବିର କାର୍ଯ୍ୟକ୍ରମରେ ସାମିଲ ହେବେ-ଅକ୍ଟୋବର ୨୬ରୁ ୩୦ ଯାଏଁ ମେଗା ଚକ୍ଷୁ ଚିକିତ୍ସା ଶିବିର -ଦିଲ୍ଲୀର ୧୦୦ରୁ ଊର୍ଦ୍ଧ୍ୱ ଚକ୍ଷୁ ବିଶେଷଜ୍ଞ ଲୋକଙ୍କ ଚିକିତ୍ସା କରିବେ l

Leave a Reply

Your email address will not be published. Required fields are marked *