ପୁରୀ ଚନ୍ଦନପୁର ଥାନା ଅନ୍ତର୍ଗତ କାଳିଆକେରା ନଦୀବନ୍ଧରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର

ଚନ୍ଦନପୁର ଥାନା ଅନ୍ତର୍ଗତ କାଳିଆକେରା ନଦୀବନ୍ଧରୁ ମୃତଦେହ ଉଦ୍ଧାର l ମୃତ ଯୁବତୀଙ୍କ ବୟସ ୨୨ରୁ ୨୫ ବର୍ଷ ମଧ୍ୟରେ ଅନୁମାନ କରାଯାଉଛି l ଘଟଣାସ୍ଥଳରୁ ଖାଲି ଟ୍ରଲି ବ୍ୟାଗ ଓ ଧଳା ରଙ୍ଗର ଚପଲ ଉଦ୍ଧାର କରାଯାଇଛି l ଟ୍ରଲି ବ୍ୟାଗ ନିକଟରେ ଇଲେକ୍ଟ୍ରି ତାର ଓ ଯୁବତୀଙ୍କ ଓଢ଼ଣୀ ମିଳିଥିବା ସୂଚନାଯୁବତୀଙ୍କୁ ହତ୍ୟା ପରେ ଏଠାରେ ଫୋପାଡ଼ି ଦିଆଯାଇଥିବା ସନ୍ଦେହକରାଯାଉଥିବା ବେଳେ ଏଯାଏଁ ମିଳିନି ମୃତ ଯୁବତୀଙ୍କ ପରିଚୟଘଟଣାସ୍ଥଳରେ ଚନ୍ଦନପୁର ପୋଲିସର ତଦନ୍ତ ଆରମ୍ଭ l ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଚନ୍ଦନ ପୁର ପୋଲିସ ର ତଦନ୍ତ ଆରମ୍ଭ

Leave a Reply

Your email address will not be published. Required fields are marked *