PMAYରେ_ଅନିୟମିତତା_ଯୋଗୁଁ_ADO_ନିଲମ୍ବିତ

#PMAYରେ_ଅନିୟମିତତା_ଯୋଗୁଁ_ADO_ନିଲମ୍ବିତ-ବୌଦ୍ଧରେ PMAY ଯୋଜନାରେ ଅନିୟମିତତା ଅଭିଯୋଗରେ ADO ନିଲମ୍ବିତ-କଣ୍ଟାମାଳ ବ୍ଲକ୍‌ ଖଟଖଟିଆ ପଞ୍ଚାୟତର ADO ସରୋଜ କୁମାର ମହାକୁଡ଼ ନିଲମ୍ବିତ-ADO ସରୋଜ କୁମାର ମହାକୁଡ଼ଙ୍କୁ ନିଲମ୍ବନ କଲେ ବୌଦ୍ଧ ଜିଲ୍ଲାପାଳ-ଆବାସ ହିତାଧିକାରୀଙ୍କ ଘରର ଫଟୋ ଜାଲିଆତି କରି ଅପଲୋଡ୍ ଅଭିଯୋଗ l

Leave a Reply

Your email address will not be published. Required fields are marked *