କୋଟିଆରେ_ଚାଲିଛି_ପଞ୍ଚାୟତ_ଭୋଟ୍
#କୋଟିଆରେ_ଚାଲିଛି_ପଞ୍ଚାୟତ_ଭୋଟ୍-ଓଡ଼ିଶାର ୮୫୦ ଭୋଟରଙ୍କ ଉପରେ ନଜର ରହିଛି ଆନ୍ଧ୍ରର-ଆନ୍ଧ୍ର ନିଜ ବୁଥକୁ ପ୍ରାୟ ଦେଢ଼ କିଲୋମିଟରକୁ ଘୁଞ୍ଚାଇଦେଇ ସାରିକାକୁଲୁରେ କରିଛି-ଆଗରୁ ଓଡ଼ିଶା ସୀମା ଭିତରେ ନେରାଡିଓ୍ୱଲସା ପାଖରେ ବୁଥ୍ କରିଥିଲା ଆନ୍ଧ୍ର-ରାତିତମାମ ସୀମାକୁ ଜଗିଥିଲେ ଦଳମତ ନିର୍ବିଶେଷରେ ସମସ୍ତ ଦଳର ପ୍ରତିନିଧିଦଳ-କିଛି ବ୍ୟକ୍ତି ନାନା ଆଳରେ ଆନ୍ଧ୍ରର ପଞ୍ଚାୟତ ଭୋଟ ଦେଉଛନ୍ତି ବୋଲି ହେଉଥିଲା ଚର୍ଚ୍ଚା-ତେବେ କୋଟିଆରେ ରହୁଥିବା ଆନ୍ଧ୍ର ଭୋଟର ସାରିକାଝିରିରେ ଦେଉଛନ୍ତି ଭୋଟ
