ଆମ_ଅକ୍ତିଆରରେ_ଆନ୍ଧ୍ର_ବୁଥ୍
#ଆମ_ଅକ୍ତିଆରରେ_ଆନ୍ଧ୍ର_ବୁଥ୍: ମନ୍ତ୍ରୀ-କୋଟିଆ ପ୍ରସଙ୍ଗରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ପ୍ରତିକ୍ରିୟା-ବିଜେପି କୋଟିଆ ପ୍ରସଙ୍ଗକୁ ଲୋକଲୋଚନକୁ ଆଣିଥିଲା-ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆମେ ଗ୍ରାଉଣ୍ଡ ଯାଇଥିଲୁ -କୋଟିଆ ପ୍ରସଙ୍ଗରେ ସ୍ପଷ୍ଟ ନୀତି ରହିଛି, କୋଟିଆ ଆମର-କୋଟିଆରେ ଆନ୍ଧ୍ରର ସବୁ ବୁଥକୁ ଅକ୍ତିଆରକୁ ଆଣିଛୁ-ପୂର୍ବ ସରକାର କାମ କରିଥିଲେ ଏ ଅବସ୍ଥା ହୋଇନଥାଆନ୍ତାକେବଳ ଚିଠି ଲେଖିଲେ ଏବେ କଣ ହେବ -ଦଳ ମତ ନିର୍ବିଶେଷରେ କୋଟିଆ ଆମର
