କ୍ୟାବ୍_ଡ୍ରାଇଭରର_ବର୍ବରତା_ଓ_ନୃଶଂସତା

#କ୍ୟାବ୍_ଡ୍ରାଇଭରର_ବର୍ବରତା_ଓ_ନୃଶଂସତା-ପତ୍ନୀଙ୍କ ପରିବାରର ୭ ଜଣଙ୍କୁ ମାରିଦେଲା-ଦିନକ ଭିତରେ ୭ଜଣଙ୍କୁ ମାରି ସେମାନଙ୍କ ଶବକୁ ନନ୍ଦି ହିଲ୍ସର ବିଭିନ୍ନ ଜାଗାରେ ପୋତିଦେଇଥିଲା-ମୃତକଙ୍କ ଭିତରେ ନିଜ ପତ୍ନୀ ସୁନୀତା ଓ ୭ ବର୍ଷର ପୁଅ ବି ଅଛି-କନ୍ନଡ଼ କ୍ୟାବ ଡ୍ରାଇଭର ଇନ୍ଦୁଶେଖରର ବର୍ବରତାକୁ ନେଇ ସମସ୍ତେ ସ୍ତବ୍ଧ। ପାରିବାରିକ ବିବାଦରୁ ହତ୍ୟାକାଣ୍ଡ

Leave a Reply

Your email address will not be published. Required fields are marked *