ଚର୍ଚ୍ଚାରେ_ଦୀପାବଳି_ବୋନସ
#ଚର୍ଚ୍ଚାରେ_ଦୀପାବଳି_ବୋନସ- ଦୀପାବଳିରେ ମିଠା ନୁହେଁ, ଟଙ୍କା ବଣ୍ଡଲ-କର୍ମଚାରୀଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ଦୀପାବଳି ବୋନସ ଦେଇ ଚର୍ଚ୍ଚାରେ ସୁରାଟ ବ୍ୟବସାୟୀ ରାମସ୍ୱରୂପ ମୁଣ୍ଡେ-ମହାଦେବ କ୍ଲଥ ଷ୍ଟୋରର ମାଲିକ ମୁଣ୍ଡେ ନିଜର ୨୦ କର୍ମଚାରୀଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ବୋନସ ଦେଲେ-ମାଲିକଙ୍କ ଏଭଳି ଭଲପାଇବା ଦେଖି ଭାବବିହ୍ୱଳ ହୋଇଗଲେ କର୍ମଚାରୀ l
