ମହିଳା_ACPଙ୍କୁ_ଧସ୍ତାଧସ୍ତି_ଯୋଗୁଁ_୧୦_ଅଟକ
#ମହିଳା_ACPଙ୍କୁ_ଧସ୍ତାଧସ୍ତି_ଯୋଗୁଁ_୧୦_ଅଟକ-କଟକରେ ମହିଳା ACP ଅନନ୍ୟା ଅୱସ୍ତିଙ୍କୁ ଧସ୍ତାଧସ୍ତି ଘଟଣାରେ ୧୦ ଅଟକ-୧୦ ଜଣଙ୍କୁ ଅଟକ ରଖାଯାଇଥିବା ସୂଚନା ଦେଲେ ଡିସିପି ରିଷିକେଶ ଖିଲାରି-ସିସିଟିଭି ଫୁଟେଜ ଓ ଭାଇରାଲ୍ ଭିଡିଓ ଅନୁଧ୍ୟାନ କରାଯାଉଛି-ଆଇନ ହାତକୁ ନେଇଥିବା ବିଶୃଙ୍ଖଳାକାରୀଙ୍କ ବିରୋଧରେ ହେବ ଆକ୍ସନ-କାଲି ନୟାସଡ଼କରେ ବାଣ ଫୁଟାକୁ ନେଇ ବିବାଦ ଦେଖା ଦେଇଥିଲା-ACP ବାରଣ କରିବାରୁ କିଛି ଲୋକ ଧସ୍ତାଧସ୍ତି କରିଥିଲେ
