ଷ୍ଟିଫେନ୍_ମିଲର_ହ୍ୱାଇଟ୍_ହାଉସର_ନୂଆ_ଚିଫ୍_ଅଫ୍_ଷ୍ଟାଫ୍

#ଷ୍ଟିଫେନ୍_ମିଲର_ହ୍ୱାଇଟ୍_ହାଉସର_ନୂଆ_ଚିଫ୍_ଅଫ୍_ଷ୍ଟାଫ୍ -ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ରିପବ୍ଲିକାନ ଦଳର ଶୋଚନୀୟ ପରାଜୟ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ପରିବର୍ତ୍ତନ ଘୋଷଣା କରିଛନ୍ତି-ଶନିବାର ସେ ଜଣାଇଛନ୍ତି ଯେ ତାଙ୍କ ଚିଫ୍ ଅଫ୍ ଷ୍ଟାଫ୍ ସୁଜି ୱାଇଲ୍ସ ନିଜ ପଦରୁ ଓହରିଯିବେ ଏବଂ ତାଙ୍କ ସ୍ଥାନରେ ଡେପୁଟି ଚିଫ୍ ଅଫ୍ ଷ୍ଟାଫ୍ ଷ୍ଟିଫେନ୍ ମିଲର ଏହି ଦାୟିତ୍ୱ ଗ୍ରହଣ କରିବେ-ଆସନ୍ତା ସୋମବାର ମିଲର ନୂତନ ଚିଫ୍ ଅଫ୍ ଷ୍ଟାଫ୍ ଭାବେ କାର୍ଯ୍ୟଭାର ସମ୍ଭାଳିବେ ବୋଲି ଟ୍ରମ୍ପ ଟ୍ରୁଥ୍ ସୋସିଆଲ୍‌ରେ ଏକ ପୋଷ୍ଟ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି l

Leave a Reply

Your email address will not be published. Required fields are marked *