ଦିମାଗୀ_ନକ୍ସଲଙ୍କୁ_ସାବଧାନ
#ଦିମାଗୀ_ନକ୍ସଲଙ୍କୁ_ସାବଧାନ- #ମୋଦି-ପୁଣି ଦିମାଗୀ ନକ୍ସଲଙ୍କ ପ୍ରତି ସାବଧାନ ରହିବାକୁ ପରାମର୍ଶ ଦେଲେ ମୋଦି-ଛତିଶଗଡ଼ ବସ୍ତରରେ ନାଁ ନ ନେଇ ବିରୋଧୀଙ୍କୁ ସମାଲୋଚନା କଲେ-ହତିଆର ଧରିଥିବା ନକ୍ସଲ ଜଙ୍ଗଲରୁ ଶେଷ ହୋଇ ଯାଇଛନ୍ତି-କିନ୍ତୁ ଦିମାଗୀ ନକ୍ସଲ ଏବେବି ଅଛନ୍ତି,ଲୋକଙ୍କୁ ଉସୁକାଉଛନ୍ତି-ଦିମାଗୀ ନକ୍ସଲଙ୍କ କବ୍ଜାରେ ଏବେବି ଅନେକ ସଂଗଠନ ଅଛି-ଦିମାଗୀ ନକ୍ସଲ ଅନେକ ଦଳରେ ଅନୁପ୍ରବେଶ କରିଛନ୍ତି-ଏଭଳି ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ ହରାଇବାକୁ ପଡ଼ିବ l
