ଟାରିଫ୍_ବଢାଇବେ_ଟ୍ରମ୍ପ
#ଟାରିଫ୍_ବଢାଇବେ_ଟ୍ରମ୍ପ-ଆଉ ଥରେ ଟାରିଫ୍ ବୃଦ୍ଧି କରିପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ-ଭାରତ, ଚାଇନା ସମେତ ୧୬ଟି ଦେଶ ଉପରେ ପଡିବ ପ୍ରଭାବ-ଆମେରିକୀୟ କମ୍ପାନୀର ସ୍ବାର୍ଥ ପାଇଁ ବୃଦ୍ଧି ହୋଇପାରେ ଟାରିଫ-ପ୍ରଭାବିତ ହୋଇପାରେ ଭାରତ-ଆମେରିକା ବାଣିଜ୍ୟିକ ଚୁକ୍ତି-ବର୍ତ୍ତମାନ ଭାରତୀୟ ଉତ୍ପାଦ ଉପରେ ୧୦ ପ୍ରତିଶତର ଟାରିଫ୍ ରହିଛି l
