ଝାରସୁଗୁଡା ଉପନିର୍ବାଚନ: ୧୩ ରାଉଣ୍ଡ ସୁଦ୍ଧା ବି ବିଜେଡି ଆଗରେ

ଝାରସୁଗୁଡା ଅଫିସ,୧୩।୫: ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ତେବେ ରାଉଣ୍ଡ ସୁଦ୍ଧା ବିଜେଡି ଭାଜପାଠାରୁ ୩୪,୨୯୫ ଖଣ୍ଡ ଭୋଟରେ ଆଗୁଆ ରହିଥିବା ଜଣାପଡିଛି। ବିଜେଡି ୭୬୯୮୪ ଭୋଟ ପାଇଥିବା ବେଳେ ଭାଜପା ୪୨୬୮୯ ଏବଂ କଂଗ୍ରେସ ୩୬୬୪ ଖଣ୍ଡ ପାଇଛି।

Leave a Reply

Your email address will not be published. Required fields are marked *