ଦୁର୍ଦ୍ଦିନରେ ମୃଦଙ୍ଗ କାରିଗର ପରିବାର

ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚୁନ୍ ଭାଟି ପଡ଼ା କେଗାଁ ଗ୍ରାମରେ ରହୁଥିବା ମୃଦଙ୍ଗ କାରିଗର ପରିବାର ଦୁର୍ଦ୍ଦିନରେ ଦିନ କାଟୁଛନ୍ତି, ବର୍ତ୍ତମାନ ପ୍ଲାଷ୍ଟିକ ଛାଉଣୀରେ ତିଆରି ମୃଦଙ୍ଗ ଓ ଅନ୍ୟ ବାଦ୍ୟ ଯନ୍ତ୍ର ବହୁଳ ପରିମାଣରେ ବ୍ୟବହାର କରୁଥିବା ଯୋଗୁଁ ମାଟି ତିଆରି ମୃଦଙ୍ଗ ବାଦ୍ୟର ଚାହିଦା କମି କମି ଯାଉଛି, ଯାହା ଫଳରେ ମୃଦଙ୍ଗ କାରିଗର ପରିବାର ଙ୍କ କୌଳିକ ବୃତ୍ତି ଲୋପ ପାଇବାରେ ଲାଗୁଛି, ତତ୍ ଦ୍ୱାରା ପରିବାର ପ୍ରତିପୋଷଣ କରିବାରେ ବହୁତ୍ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ମୃଦଙ୍ଗ କାରିଗରଙ୍କ କହିବା ଅନୁସାରେ ସରକାର ଯଦି ମାଟି ତିଆରି ମୃଦଙ୍ଗ ଓ ଅନ୍ୟ ବାଦ୍ୟ ଯନ୍ତ୍ର କୁ ବିକ୍ରୟ କରିବା ଓ ଆର୍ଥିକ ସହାୟତାର ବ୍ୟବସ୍ଥା କଲେ ମୃଦଙ୍ଗ କାରିଗର ପରିବାର ଉପକୃତ ହେଇପାରିବେ ବୋଲି ମତବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *