ଅବକାରୀ ଚଢାଉ




କାମାକ୍ଷାନଗର: ୩୧/୧୦/୨୧-

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଡେଙ୍ଗାବହାଳି ଗ୍ରାମରେ ଜିଲ୍ଲା ଅବକାଋ ବିଭାଗରେ ଚଢାଉ। ଚଢାଉରେ କାହାକୁ ଅଟକ ରଖିନଥିବା ବେଳେ,କେବଳ ଚୋରା ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ସାମଗ୍ରି ଗଡିକ ଜବତ କରିଛନ୍ତି। ଏହି ଚଢାଉରେ ଜିଲ୍ଲା ଅବକାରି ବିଭାଗର ସ୍ବତନ୍ତ୍ର ସ୍କ୍ବାର୍ଡ, କାମାକ୍ଷାନଗର ଅବକାରି,ପରଜଙ୍ଗ ଅବକାରି ଓ କଙ୍କଡାହାଡ଼ ପୋଲିସର ମିଳିତ ଚଢାଉ କରିଥିଲେ। ଜବତ ସାମଗ୍ରୀ ଗୁଡିକ ନେଇଯାଉଥିବାବେଳେ ଗ୍ରାମବାସି ଏକାଠି ହୋଇ ଗାଡି ଓ ଅବକାରି କର୍ମଚାରିଙ୍କୁ ଅଟକ ରଖିଥିଲେ। ଦିର୍ଘ ଦୁଇଘଣ୍ଟା ଧରି ଅଟକ ରଖିଥିଲେ। ଖବର ପାଇ କଙ୍କଡାହାଡ଼ ପୋଲିସ ଲୋକଙ୍କୁ ବୁଝାସୁଝା କରି ଗ୍ରାମବାସିଙ୍କ କବଳରୁ ଉଦ୍ଧାର କରିଥିଲେ।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *