ପାକିସ୍ତାନରେ_ଆଫଗାନିସ୍ତାନର_ଏୟାରଷ୍ଟ୍ରାଇକ୍

ପାକିସ୍ତାନରେ_ଆଫଗାନିସ୍ତାନର_ଏୟାରଷ୍ଟ୍ରାଇକ୍-ପାକିସ୍ତାନ ଉପରେ ଆଫଗାନିସ୍ତାନର ବଡ଼ ଏୟାରଷ୍ଟ୍ରାଇକ୍-ISIS ଠିକଣା ଉପରେ ଡ୍ରୋନ୍ ମାଡ଼ କଲା ଆଫଗାନିସ୍ତାନ -ଡ୍ରୋନ୍ ମାଡ଼ରେ ISIS-K ଆତଙ୍କୀ ଲୁଚି ରହିଥିବା ଠିକଣା ଧ୍ବଂସ-ଅନେକ ଆତଙ୍କବାଦୀ ନିହତ ହୋଇଥିବା କହିଲା ଆଫଗାନିସ୍ତାନ-ରବିବାର ପାକିସ୍ତାନର ଆଟାକ୍ ପରେ ଆଫଗାନିସ୍ତାନର ବଡ଼ ହମ୍‌ଲା-ପାକିସ୍ତାନର ଆକ୍ରମଣରେ ୩୮ ଆଫଗାନ ନାଗରିକ ନିହତ ହୋଇଥିଲେ

Leave a Reply

Your email address will not be published. Required fields are marked *