ଅଖିଳ ଭାରତୀୟ ମାରୁୱାଡି ମହିଳା ସମିତି ପକ୍ଷରୁ ରକ୍ଷା ବନ୍ଧନ ପାଳିତ ହୋଇଯାଇଛି
ଅଖିଳ ଭାରତୀୟ ମାରୁୱାଡି ମହିଳା ସମିତି ପକ୍ଷରୁ ରକ୍ଷା ବନ୍ଧନ ପାଳିତ ହୋଇଯାଇଛି
ଯାଜପୁର ରୋଡ଼ ଅଖିଳ ଭାରତୀୟ ମାରୁୱାଡି ମହିଳା ସମିତି ପକ୍ଷରୁ ଯାଜପୁର ରୋଡ଼ ଆଦର୍ଶ ଥାନା, ଅଗ୍ନିଶମ କାର୍ଯାଳୟ ଓ ଅନ୍ୟାନ୍ୟ କାର୍ଯାଳୟରେ ପବିତ୍ର ରକ୍ଷା ବନ୍ଧନ ପାଳନ କରିଥିଲେ । ଏହି ଅବସରରେ ମାରୁୱାଡି ମହିଳା ସମିତି ଜିଲ୍ଲା ଶାଖାର ଅଧ୍ୟକ୍ଷା କିରଣ ମସ୍କରା ଓ ସଚିବ କବିତା ଅଗ୍ରୱାଲଙ୍କ ନେତୃତ୍ୱରେ ପୂଜା ଝବର, ଅଦିତି ଝବର, ଦୀପା ଅଗ୍ରୱାଲ ଓ ସମିତିର ଭଉଣୀ ମାନେ ଏଥିରେ ସାମିଲ ହୋଇ ରାଖୀ ପିନ୍ଧାଇଥିଲେ |
