ରଘୁନାଥପୁର ବ୍ଲକ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତର ଆଦର୍ଶ ଗ୍ରାମ କନ୍ଦରାପଟି ଗ୍ରାମର ମା ବୁଢ଼ୀଜାଗୁଳେଇ ମନ୍ଦିର ର ବାର୍ଷିକ ଉତ୍ସବ
Date-15/05/26 ରଘୁନାଥପୁର ବ୍ଲକ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତର ଆଦର୍ଶ ଗ୍ରାମ କନ୍ଦରାପଟି ଗ୍ରାମର ମା ବୁଢ଼ୀଜାଗୁଳେଇ ମନ୍ଦିର ର ବାର୍ଷିକ ଉତ୍ସବ ଓ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠିତଆଙ୍କର- ରଘୁନାଥପୁର ବ୍ଲକ ଜଗନ୍ନାଥପୁର ପଂଚାୟତ ର୍ ଆଦର୍ଶ ଗ୍ରାମ କନ୍ଦରାପଟି ଗ୍ରାମର ମା ବୁଢ଼ୀଜାଗୁଳେଇ ମନ୍ଦିର ର ବାର୍ଷିକ ଉତ୍ସବ ଓ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି । ଗ୍ରାମବାସୀ ଙ୍କ ସହଯୋଗ ରେ ଆରମ୍ଭ ହୋଇଥିବା ଏହି ବିଶ୍ଵ ଶାନ୍ତି ମହାଯଜ୍ଞ ର୍ ପୂର୍ଣାହୁତି କାର୍ଯ୍ୟକ୍ରମ ରେ ଗ୍ରାମର ଶତାଧିକ ଲୋକ ମାନେ ଯୋଗ ଦେବା ସହିତ ଭାଇଚାରା ସୃଷ୍ଟି କରିଛି । ସଭାପତି ରାଜେନ୍ଦ୍ର ନାଥ ନାୟକଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ, ଆଇନିଜୀବୀ ଗଗନ ଚନ୍ଦ୍ର ଦାଶ, ଅଶୋକ ମହାରଣା, ପ୍ରଭଞ୍ଜନ ମଲ୍ଲିକ, ନିହାର ରଂଜନ ରାଉତରାୟ, ଘନଶ୍ୟାମ ମହାରଣା, ସୁକାନ୍ତ ସ୍ବାଇଁ, ବାମନ ଚରଣ ନାୟକ, ଶ୍ୟାମ ସୁନ୍ଦର ନାୟକ, ଦେଵବ୍ରତ ନାୟକ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ମା ବୁଢ଼ୀଜାଗୁଳେଇ ଙ୍କ ଆଶୀର୍ବାଦ ଭିକ୍ଷା ଲାଭ କରିଥିଲେ । l
