ଖୁବ୍ଶୀଘ୍ର_ଲୋକାୟୁକ୍ତ_ନିଯୁକ୍ତି
ଖୁବ୍ଶୀଘ୍ର_ଲୋକାୟୁକ୍ତ_ନିଯୁକ୍ତି-ଭୁବନେଶ୍ୱର:ଖୁବ୍ଶୀଘ୍ର ହେବ ଲୋକାୟୁକ୍ତ ନିଯୁକ୍ତି-ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଲା ଚୟନ କମିଟି ବୈଠକ-ରାଜ୍ୟ ଅତିଥି ଭବନରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ-ବୈଠକରେ ବାଚସ୍ପତି, ବିରୋଧୀ ଦଳ ନେତା ସାମିଲ ହୋଇଥିଲେ-୨ବର୍ଷରୁ ଊର୍ଦ୍ଧ୍ୱ ସମୟ ଖାଲିପଡ଼ିଛି ଲୋକାୟୁକ୍ତ ଅଧ୍ୟକ୍ଷ ପଦବୀ l
