ପୀତବାସ_ହତ୍ୟାକାଣ୍ଡ_ମାମଲାରେ_ଘୁଞ୍ଚିଲା_୬ଜଣଙ୍କ_ଜାମିନ_ଶୁଣାଣି
ପୀତବାସ_ହତ୍ୟାକାଣ୍ଡ_ମାମଲାରେ_ଘୁଞ୍ଚିଲା_୬ଜଣଙ୍କ_ଜାମିନ_ଶୁଣାଣି-ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲରେ ଘୁଞ୍ଚିଲା ୬ ଅଭିଯୁକ୍ତଙ୍କ ଜାମିନ ଆବେଦନ -୨୨ ତାରିଖରେ ଜାମିନ ଆବେଦନର ହେବ ଶୁଣାଣି-ପିଣ୍ଟୁ ଦାସ, ସୁନୀଲ ହୋତା, ମଦନ ଦଳେଇଙ୍କ ଶୁଣାଣି ଘୁଞ୍ଚିଲା-ଯୋଗେନ୍ଦ୍ର ରାଉତ, ବିପିନ ସ୍ୱାଇଁ ଓ କାଳୁଚରଣ ଭୂୟାଁଙ୍କ ଜାମିନ ଘୁଞ୍ଚିଛି l
