କୋଭିଡ୍_ଗଞ୍ଜାମରେ_ବଢ଼ିଲା_ସତର୍କତା
କୋଭିଡ୍_ଗଞ୍ଜାମରେ_ବଢ଼ିଲା_ସତର୍କତା -ଆନ୍ଧ୍ରପ୍ରଦେଶରେ କୋଭିଡ୍ ପରେ ଗଞ୍ଜାମରେ ହାଇଆଲର୍ଟ-ଗୁରୁତର ଶ୍ୱାସକ୍ରିୟା ସଂକ୍ରମଣ ରୋଗୀଙ୍କର କୋଭିଡ୍ ପରୀକ୍ଷା ବାଧ୍ୟତା-ILI ରୋଗୀଙ୍କ ମଧ୍ୟରୁ ଅତି କମରେ ୫%ଙ୍କ ନମୁନା ପରୀକ୍ଷା -ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ସାମଗ୍ରୀ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ-ଆଶା ଓ ଏଏନଏମ୍ କର୍ମୀ ଗ୍ରାମ ସ୍ତରରେ ଚିହ୍ନଟ କରିବେ-ଜ୍ୱର କିମ୍ବା ଶ୍ୱାସକଷ୍ଟ ରୋଗୀଙ୍କୁ ଚିହ୍ନଟ କରି ସଚେତନତା ସୃଷ୍ଟି କରିବେ l
