ଭାଲୁ ମୃତ୍ୟୁର ଫର୍ଦାଫାଶ

ଭାଲୁ ମୃତ୍ୟୁର ଫର୍ଦାଫାଶ କଲା ବୈରୀ ଡ଼ାଳିଯୋଡ଼ା ବନ ବିଭାଗ ବଡ଼ଚଣା :ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ କଟକ ବନଖଣ୍ଡ ବୈରୀ ଡ଼ାଲିଯୋଡ଼ା ବନାଞ୍ଚଳ ଅଧିନସ୍ଥ କାଇମାଟିଆ ଗ୍ରାମର କାଜୁ ଜଙ୍ଗଲରେ ଗତ କାଲି ମୃତ୍ୟୁ ବରଣ କରିଥିବା ଭାଲୁ ମୃତ୍ୟୁ ଘଟଣା ର ଫର୍ଦାଫାଶ କଲା ବୈରୀ ଡ଼ାଳିଯୋଡ଼ା ବନବିଭାଗ ମୃତ୍ୟୁ ର କାରଣ ବିସ୍ପୋରକ ଗୋଲା ସାହାଯ୍ୟ ରେ ହୋଇଛି ବୋଲି ବନାଞ୍ଚଳ ଅଧିକାରୀ ଙ୍କ ସୂଚନା ଜଣେ ଗିରଫ ଓ ଦୁଇ ଜଣ ଫେରାର ବାରାହା ଶିକାର ପାଇଁ ବସାଇ ଥିବା ବେଳେ ଭାଲୁ ଟିର ମୃତ୍ୟୁ ହୋଇଥିଲା। ଗିରଫ ବ୍ୟକ୍ତି ହେଲେ ନଳିଦା ଅଞ୍ଚଳ ର ତପନ ଲେଙ୍କା ଆଜି କୋୖର୍ଟ ଚାଲାଣ ପରେ ରଗଡି ଜେଲ କୁ ପଠା ଯାଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *