ଦୁର୍ନୀତିର ଗନ୍ତାଘର ପାଲଟିଛି ଭଦ୍ରକ ବ୍ଲକ ଅଫିସ

= ଭଦ୍ରକ ବ୍ଲକ ଅଫିସ ରେ ଦୁର୍ନୀତି ଗନ୍ଧ ଧିରେ ଧିରେ ସାମ୍ନା କୁ ଆସିଛି । ୨୫ ବର୍ଷ ର ଶାସନ କାଳରେ ଲୋକ ମାନଙ୍କ ପାଖରେ ପହଞ୍ଚି ପାରିଲା ନାହିଁ ଇନ୍ଦିରାଆବାସ, ଭଦ୍ରକ ବ୍ଲକ ଅନ୍ତର୍ଗତ କୋଡ ଗମ୍ଭୀର ପଞ୍ଚାୟତ, ଚଣ୍ଡିଗାଁ,ଜଗଦଲପୁର, ପଞ୍ଚାୟତ,ଦୁର୍ନୀତି ର ଗନ୍ଧ ପଦାକୁ ଆସି ବାରେ ଲାଗିଛି କୋଡ ଗମ୍ଭୀର ର ରାସ୍ତାଘାଟ କହିଲେ ନ ସରେ ସ୍କୁଲ ର କାଯ୍ୟ ହେଉ କି ପଞ୍ଚାୟତ ଅଫିସ ହେଉ,କିମ୍ବା ମନ୍ଦିର ନିର୍ମାଣ ହେଉ ସବୁ ଥିରେ ପିସି କାରବାର କରୁଥିଲେ ବ୍ଲକ ଚେୟାରମ୍ୟାନ ଙ୍କ ପ୍ରତିନିଧି କାମ ସବୁ ନିମ୍ନ ମାନର ହୋଇ ଛି ବୋଲି ଲୋକ ଲୋଚନ କୁ ଆସିଛି ।

ଶହ ଶହ କୋଟି ଟଙ୍କାର କାମ ଦେଇ ପିସି ୨୫ ପ୍ରତିଶତ ରଖି କାମ ଅତି ନିମ୍ନ ମାନର କରିବା ପାଇଁ ପରାମର୍ଶ ଦେଉଥିଲେ, ବୁଦ୍ଧିଜୀବୀ ମହଲରେ ଆଲୋଡନ ସୃଷ୍ଟି କରିଛି,ଏସି ରେ ରହିବା ବିଳାସ ପୂଣ୍ଣ କରିବା ,ଗୋଟିଏ ଗରିବ ଖଟିଖିଆ ର ନା ରାସନକାର୍ଡ ନା ଇନ୍ଦିରା ଆବାସ ସେ ପଞ୍ଚାୟତ ର ଠିକ ଲୋକ ପାଖରେ ପହଞ୍ଚି ପାରି ନାହଁ ବୋଲି ଲୋକଙ୍କ ମତ । କଣ କହୁଛନ୍ତି ,ପଞ୍ଚାୟତ ବାସୀ ଶୁଣନ୍ତୁ।

Leave a Reply

Your email address will not be published. Required fields are marked *