ବିଜୁ ପଟ୍ଟନାୟକଙ୍କ ୨୭ତମ ଶ୍ରାଦ୍ଧ ବାର୍ଷିକ ପାଳିତ

ବିଜୁ ପଟ୍ଟନାୟକ ୨୭ତମ ଶ୍ରାଦ୍ଧ ବାର୍ଷିକ ପାଳିତ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ର ମାଘି ମେଳା ପଡ଼ିଆରେ ବିଜୁବାବୁଙ୍କ ୨୭ ତମ ଶ୍ରାଦ୍ଧ ବାର୍ଷିକ ସମାରୋହରେ , ମୁଖ୍ୟ ଅତିଥି ବିଜେଡିର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ରମାକାନ୍ତ ଭୋଇ,ସମ୍ମାନନୀୟ ଅତିଥି ସାଂସଦ ପ୍ରାର୍ଥୀନି ଶ୍ରୀମତୀ ରାଜଶ୍ରୀ ମଲିକ ଯୋଗ ଦେଇ ,କହିଥିଲେ ଜେ ,ବିଜୁବାବୁଙ୍କ ସ୍ବପ୍ନକୁ ଆଗାମୀ ଦିନରେ ସାକାର କରିବା ପାଇଁ ସେ ସମସ୍ତ କର୍ମକର୍ତ୍ତା ଓ ଜନସାଧାରନକୁ ନିବେଦନ କରିଥିଲେ।ଏଥରେ ବ୍ଲକ ଉପାଧ୍ୟାୟ ଶ୍ରୀଯୁକ୍ତ ଦେବାଶିଷ ତ୍ରିପାଠୀ ସଭାପତିତ୍ବ କରିଥିଲେ।

Leave a Reply

Your email address will not be published. Required fields are marked *