ଯାଜପୁର ଏସ୍‌ପିଙ୍କୁ ଭେଟିଲେ ବିଜେଡି ନେତା

ଯାଜପୁର ଏସ୍‌ପିଙ୍କୁ ଭେଟିଲେ ବିଜେଡି ନେତା-ଯାଜପୁର: ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ SPଙ୍କୁ ଭେଟିଲେ ବିଜେଡି ନେତା-ପ୍ରଣବ ପ୍ରକାଶ ଦାସ, ପ୍ରମିଳା ମଲ୍ଲିକ, ବିଶ୍ୱ ରଞ୍ଜନ ମଲ୍ଲିକ, ସୁଜାତା ସାହୁ-ପୂର୍ବତନ MP ଶର୍ମିଷ୍ଠା ସେଠୀ, ପ୍ରଣବ ବଳବନ୍ତରାୟ, ପ୍ରୀତିରଞ୍ଜନ ଘଡ଼ାଇ-ବଡ଼ଚଣା ବିଜେଡି ନେତାଙ୍କ ସମେତ ଜିଲ୍ଲା ସଭାପତି SPଙ୍କୁ ଭେଟିଲେ

Leave a Reply

Your email address will not be published. Required fields are marked *