କୋରାଇ ବିଜେଡ଼ି ଟିକେଟ ଘୋଷଣା ସ୍ବର୍ଗତ ଅଶୋକ ଦାସ ଙ୍କ ଧର୍ମପତ୍ନୀ ସଂନ୍ଧ୍ୟା ରାଣୀ ଦାସ
*ଯାଜପୁର ଜିଲ୍ଲା ର ଚର୍ଚ୍ଚିତ ଚେହେରା ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣପ ପ୍ରକାଶ ଦାସ ଙ୍କ ମା ସନ୍ଧ୍ୟା ରାଣୀ ଦାସ ଙ୍କ ଉପରେ ବିଜେଡ଼ି ସୁପ୍ରିମୋ ବିଶ୍ବାସ କରିଛନ୍ତି l କୋରାଇ ନିର୍ବାଚନ ମଣ୍ଡଳୀ ରେ ସ୍ବର୍ଗତ ଅଶୋକ ଦାସ ଜନତା ଦଳରୁ ପରେ ବିଜେଡ଼ି ରୁ ବହୁବାର କୋରାଇ ରେ ନିର୍ବାଚିତ ହୋଇଛନ୍ତି l ଏବେ ତାଙ୍କ ସୁପୁତ୍ର ପ୍ରଣବ ପ୍ରକାଶ ଦାସ ବିଜେଡ଼ି ଦଳ ର ନେତୃତ୍ୱ ନେଇ ଦଳ କୁ ସୁଦୃଢ଼ କରିଛନ୍ତି l ତେଣୁ ତାଙ୍କ ର ସୁଶାସନ ପାଇଁ ଆଜି ତାଙ୍କ ମା ଙ୍କୁ ଦଳ ଭରଷା କରି ଟିକେଟ ଘୋଷଣା କରିଛି l ତେବେ କୋରାଇ ବାସୀଙ୍କ ସେ କେତେ ବିଶ୍ବାସ ଭାଜନ ହୋଇପାରିବେ ସମୟ କହିବ
