ବ୍ରହ୍ମଗିରି- ବୃକ୍ଷ ରୋପଣ
ବ୍ରହ୍ମଗିରି:- ୨୨/୯- ବୁଧବାର ଅପରାହ୍ନରେ ବ୍ରହ୍ମଗିରି ବ୍ଲକ ଗୋରୁଆଳ ଗ୍ରାମ ପଞ୍ଚାୟତ ଗୋରୁଆଳ ଗ୍ରାମର ପୁଲକେଶ୍ୱରୀ ଯୁବକ ସଂଘ ଦ୍ଵାରା ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ।