ଏକ ବଡ ଖବର ଦୁଃଖଦ ଘଟଣା ଘଟିଯାଇଛି ।ଭଦ୍ରକ ଜିଲ୍ଲା ଧାମନଗର ବ୍ଳକ ଧୁଷୁରୀ ପଞ୍ଚାୟତ ମାହାରାକୂଳ ଗ୍ରାମରେ ବିଜୁଳି ମାରି ତିନି ବଖରା ଘର ଜଳି ପୋଡି ପାଉଁଶ। କାଳ ବୈଶାଖୀ ପ୍ରଭାବରେ ବିଜୁଳି ମାରିବା କାରଣରୁ ଘଟିଛି ଏଭିଳି ଅଘଟଣ ଯାହା ସୂଚନା ମିଳିଛି।

ଏଥି ସହ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆ କୁ ଆୟତ୍ତ କରିବାକୁ ବାକୁ ଚେଷ୍ଟା ଜାରି ରଖିଥିବା ବେଳେ ସ୍ଥାନୀୟ ସେଛା ସେବୀ ସଂଗଠନର କାର୍ଯ୍ୟକ୍ରତା ମାନେ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ନିଆ କୁ ଆୟତ୍ତ କରିବାକୁ ସହଯୋଗ ର ହାତ ବଢାଇଥିବାର ଯାହା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *