ପୁରୀ ରେଳ ଷ୍ଟେସନର ଆଧୁନିକୀକରଣ କାର୍ଯ୍ୟ ପାଇଁ ଟ୍ରେନ୍ ସେବାରେ ପରିବର୍ତ୍ତନ ।

ଭୁବନେଶ୍ୱର, ଅକ୍ଟୋବର ୨୦, ୨୦୨୬ପୁରୀ ରେଳ ଷ୍ଟେସନର ପ୍ଲାଟଫର୍ମ ନଂ ୫/୬ ଏବଂ ୩/୪ ର ଉନ୍ନତୀକରଣ ସମ୍ପର୍କିତ ଚାଲୁଥିବା ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ କେତେକ ଟ୍ରେନ୍‌ର ଚଳାଚଳକୁ ଅସ୍ଥାୟୀ ଭାବେ ନିୟନ୍ତ୍ରଣ କରାଯିବ। ରେଳ ଚଳାଚଳର ସୁରକ୍ଷା ମାନଦଣ୍ଡକୁ ଆହୁରି ଉନ୍ନତ କରିବା, ପରିଚାଳନାଗତ ଦକ୍ଷତା ବୃଦ୍ଧି କରିବା ଏବଂ ରେଳ ଭିତ୍ତିଭୂମିର ଦୀର୍ଘକାଳୀନ ବିଶ୍ୱସନୀୟତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଉଛି।ସଂକ୍ଷିପ୍ତ ସମାପ୍ତି (Short Termination)ନିମ୍ନଲିଖିତ ଟ୍ରେନ୍‌ଗୁଡ଼ିକ ନିର୍ଦ୍ଧାରିତ ତାରିଖଗୁଡ଼ିକରେ ପୁରୀ ଷ୍ଟେସନକୁ ନଯାଇ ଉଲ୍ଲେଖିତ ଷ୍ଟେସନରେ ଯାତ୍ରା ସମାପ୍ତ କରିବ।୧. ଖୋର୍ଦ୍ଧା ରୋଡ୍‌ଠାରେ ଯାତ୍ରା ସମାପ୍ତ କରିବାକୁ ଥିବା ଟ୍ରେନ୍‌ଗୁଡ଼ିକ* ୧୮୧୨୫ (ରାଉରକେଲା–ପୁରୀ): ୨୧ ଅକ୍ଟୋବର ୨୦୨୬ ରୁ ୧୧ ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ।* ୬୮୪୪୧ (ଜଳେଶ୍ୱର–ପୁରୀ): ୨୧ ଅକ୍ଟୋବର ୨୦୨୬ ରୁ ୧୧ ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ।* ୬୮୪୧୩ (ତାଳଚେର–ପୁରୀ): ୨୧ ଅକ୍ଟୋବର ୨୦୨୬ ରୁ ୧୧ ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ।* ୧୮୦୩୯ (ଶାଲିମାର–ପୁରୀ): ୨୫ ଅକ୍ଟୋବର; ୧, ୮, ୧୫, ୨୨ ଏବଂ ୨୯ ନଭେମ୍ବର; ୬, ୧୩, ୨୦ ଏବଂ ୨୭ ଡିସେମ୍ବର ୨୦୨୬; ଏବଂ ୩ ଓ ୧୦ ଜାନୁଆରୀ ୨୦୨୭।* ୧୮୦୧୭ (ଭଞ୍ଜପୁର–ପୁରୀ): ୨୨, ୨୪, ୨୯ ଏବଂ ୩୧ ଅକ୍ଟୋବର; ୫, ୭, ୧୨, ୧୪, ୧୯, ୨୧, ୨୬ ଏବଂ ୨୮ ନଭେମ୍ବର; ୩, ୫, ୧୦, ୧୨, ୧୭, ୧୯, ୨୪, ୨୬ ଏବଂ ୩୧ ଡିସେମ୍ବର ୨୦୨୬; ଏବଂ ୨, ୭ ଓ ୯ ଜାନୁଆରୀ ୨୦୨୭।୨. ସାକ୍ଷୀଗୋପାଳଠାରେ ଯାତ୍ରା ସମାପ୍ତ କରିବାକୁ ଥିବା ଟ୍ରେନ୍* ୧୮୩୦୩ (ସମ୍ବଲପୁର–ପୁରୀ): ୨୧ ଅକ୍ଟୋବର ୨୦୨୬ ରୁ ୧୧ ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ।୩. ମାଳତୀପାଟପୁରଠାରେ ଯାତ୍ରା ସମାପ୍ତ କରିବାକୁ ଥିବା ଟ୍ରେନ୍‌ଗୁଡ଼ିକ* ୧୭୪୮୦ (ତିରୁପତି–ପୁରୀ): ୨୧, ୨୩, ୨୪, ୨୬, ୨୭, ୨୮, ୩୦ ଏବଂ ୩୧ ଅକ୍ଟୋବର; ୨, ୩, ୪, ୬, ୭, ୯, ୧୦, ୧୧, ୧୩, ୧୪, ୧୬, ୧୭, ୧୮, ୨୦, ୨୧, ୨୩, ୨୪, ୨୫, ୨୭, ୨୮ ଏବଂ ୩୦ ନଭେମ୍ବର; ୧, ୨, ୪, ୫, ୭, ୮, ୯, ୧୧, ୧୨, ୧୪, ୧୫, ୧୬, ୧୮, ୧୯, ୨୧, ୨୨, ୨୩, ୨୫, ୨୬, ୨୮, ୨୯ ଏବଂ ୩୦ ଡିସେମ୍ବର; ୧, ୨, ୪, ୫, ୬, ୮, ୯ ଏବଂ ୧୧ ଜାନୁଆରୀ ୨୦୨୭।* ୨୨୨୦୧ (ଶିଆଲଦା–ପୁରୀ): ୨୧, ୨୩, ୨୬, ୨୮ ଏବଂ ୩୦ ଅକ୍ଟୋବର; ୨, ୪, ୬, ୯, ୧୧, ୧୩, ୧୬, ୧୮, ୨୦, ୨୩, ୨୫, ୨୭ ଏବଂ ୩୦ ନଭେମ୍ବର; ୨, ୪, ୭, ୯, ୧୧, ୧୪, ୧୬, ୧୮, ୨୧, ୨୩, ୨୫, ୨୮ ଏବଂ ୩୦ ଡିସେମ୍ବର; ୧, ୪, ୬, ୮ ଏବଂ ୧୧ ଜାନୁଆରୀ ୨୦୨୭।* ୧୨୧୪୫ (ଲୋକମାନ୍ୟ ତିଳକ ଟର୍ମିନସ୍–ପୁରୀ): ୨୫ ଅକ୍ଟୋବର; ୧, ୮, ୧୫, ୨୨ ଏବଂ ୨୯ ନଭେମ୍ବର; ୬, ୧୩, ୨୦ ଏବଂ ୨୭ ଡିସେମ୍ବର ୨୦୨୬; ଏବଂ ୩ ଓ ୧୦ ଜାନୁଆରୀ ୨୦୨୭।* ୧୫୬୪୪ (କାମାଖ୍ୟା–ପୁରୀ): ୨୨ ଏବଂ ୨୯ ଅକ୍ଟୋବର; ୫, ୧୨, ୧୯ ଏବଂ ୨୬ ନଭେମ୍ବର; ୩, ୧୦, ୧୭, ୨୪ ଏବଂ ୩୧ ଡିସେମ୍ବର ୨୦୨୬; ଏବଂ ୭ ଜାନୁଆରୀ ୨୦୨୭।* ୧୫୬୪୦ (କାମାଖ୍ୟା–ପୁରୀ): ୨୫ ଅକ୍ଟୋବର; ୧, ୮, ୧୫, ୨୨ ଏବଂ ୨୯ ନଭେମ୍ବର; ୬, ୧୩, ୨୦ ଏବଂ ୨୭ ଡିସେମ୍ବର ୨୦୨୬; ଏବଂ ୩ ଓ ୧୦ ଜାନୁଆରୀ ୨୦୨୭।* ୨୦୯୧୭ (ଇନ୍ଦୋର–ପୁରୀ): ୨୭ ଅକ୍ଟୋବର; ୩, ୧୦, ୧୭ ଏବଂ ୨୪ ନଭେମ୍ବର; ୧, ୮, ୧୫, ୨୨ ଏବଂ ୨୯ ଡିସେମ୍ବର ୨୦୨୬; ଏବଂ ୫ ଜାନୁଆରୀ ୨୦୨୭।* ୨୨୯୦୯ (ଭଲସାଡ୍–ପୁରୀ): ୨୨ ଏବଂ ୨୯ ଅକ୍ଟୋବର; ୫, ୧୨, ୧୯ ଏବଂ ୨୬ ନଭେମ୍ବର; ୩, ୧୦, ୧୭, ୨୪ ଏବଂ ୩୧ ଡିସେମ୍ବର ୨୦୨୬; ଏବଂ ୭ ଜାନୁଆରୀ ୨୦୨୭।* ୨୦୪୭୧ (ଶ୍ରୀଗଙ୍ଗାନଗର–ପୁରୀ): ୨୫ ଅକ୍ଟୋବର; ୧, ୮, ୧୫, ୨୨ ଏବଂ ୨୯ ନଭେମ୍ବର; ୬, ୧୩, ୨୦ ଏବଂ ୨୭ ଡିସେମ୍ବର ୨୦୨୬; ଏବଂ ୩ ଓ ୧୦ ଜାନୁଆରୀ ୨୦୨୭।* ୨୨୯୭୩ (ଗାନ୍ଧୀଧାମ–ପୁରୀ): ୨୧ ଏବଂ ୨୮ ଅକ୍ଟୋବର; ୪, ୧୧, ୧୮ ଏବଂ ୨୫ ନଭେମ୍ବର; ୨, ୯, ୧୬, ୨୩ ଏବଂ ୩୦ ଡିସେମ୍ବର ୨୦୨୬; ଏବଂ ୬ ଜାନୁଆରୀ ୨୦୨୭।* ୧୨୯୯୩ (ଗାନ୍ଧୀଧାମ–ପୁରୀ): ୨୩ ଏବଂ ୩୦ ଅକ୍ଟୋବର; ୬, ୧୩, ୨୦ ଏବଂ ୨୭ ନଭେମ୍ବର; ୪, ୧୧, ୧୮ ଏବଂ ୨୫ ଡିସେମ୍ବର ୨୦୨୬; ଏବଂ ୧ ଓ ୮ ଜାନୁଆରୀ ୨୦୨୭।ସଂକ୍ଷିପ୍ତ ଆରମ୍ଭ (Short Origination)ନିମ୍ନଲିଖିତ ଟ୍ରେନ୍‌ଗୁଡ଼ିକ ନିର୍ଦ୍ଧାରିତ ତାରିଖଗୁଡ଼ିକରେ ପୁରୀ ପରିବର୍ତ୍ତେ ଉଲ୍ଲେଖିତ ଷ୍ଟେସନରୁ ଯାତ୍ରା ଆରମ୍ଭ କରିବ।୧. ଖୋର୍ଦ୍ଧା ରୋଡ୍‌ଠାରୁ ଯାତ୍ରା ଆରମ୍ଭ କରିବାକୁ ଥିବା ଟ୍ରେନ୍‌ଗୁଡ଼ିକ* ୧୮୧୨୬ (ପୁରୀ–ରାଉରକେଲା): ୨୧ ଅକ୍ଟୋବର ୨୦୨୬ ରୁ ୧୧ ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ।* ୬୮୪୪୨ (ପୁରୀ–ଜଳେଶ୍ୱର): ୨୧ ଅକ୍ଟୋବର ୨୦୨୬ ରୁ ୧୧ ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ।* ୬୮୪୧୪ (ପୁରୀ–ତାଳଚେର): ୨୧ ଅକ୍ଟୋବର ୨୦୨୬ ରୁ ୧୧ ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ।* ୧୮୦୪୦ (ପୁରୀ–ଶାଲିମାର): ୨୬ ଅକ୍ଟୋବର; ୨, ୯, ୧୬, ୨୩ ଏବଂ ୩୦ ନଭେମ୍ବର; ୭, ୧୪, ୨୧ ଏବଂ ୨୮ ଡିସେମ୍ବର ୨୦୨୬; ଏବଂ ୪ ଓ ୧୧ ଜାନୁଆରୀ ୨୦୨୭।* ୧୮୦୧୮ (ପୁରୀ–ଭଞ୍ଜପୁର): ୨୩, ୨୫ ଏବଂ ୩୦ ଅକ୍ଟୋବର; ୧, ୬, ୮, ୧୩, ୧୫, ୨୦, ୨୨, ୨୭ ଏବଂ ୨୯ ନଭେମ୍ବର; ୪, ୬, ୧୧, ୧୩, ୧୮, ୨୦, ୨୫ ଏବଂ ୨୭ ଡିସେମ୍ବର ୨୦୨୬; ଏବଂ ୧, ୩, ୮ ଓ ୧୦ ଜାନୁଆରୀ ୨୦୨୭।୨. ସାକ୍ଷୀଗୋପାଳଠାରୁ ଯାତ୍ରା ଆରମ୍ଭ କରିବାକୁ ଥିବା ଟ୍ରେନ୍* ୧୮୩୦୪ (ପୁରୀ–ସମ୍ବଲପୁର): ୨୧ ଅକ୍ଟୋବର ୨୦୨୬ ରୁ ୧୧ ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ।୩. ମାଳତୀପାଟପୁରଠାରୁ ଯାତ୍ରା ଆରମ୍ଭ କରିବାକୁ ଥିବା ଟ୍ରେନ୍‌ଗୁଡ଼ିକ* ୧୭୪୭୯ (ପୁରୀ–ତିରୁପତି): ୨୧, ୨୨, ୨୩, ୨୫, ୨୬, ୨୮, ୨୯ ଏବଂ ୩୦ ଅକ୍ଟୋବର ୨୦୨୬; ୧, ୨, ୪, ୫, ୬, ୮, ୯, ୧୧, ୧୨, ୧୩, ୧୫, ୧୬, ୧୮, ୧୯, ୨୦, ୨୨, ୨୩, ୨୫, ୨୬, ୨୭, ୨୯ ଏବଂ ୩୦ ନଭେମ୍ବର; ୨, ୩, ୪, ୬, ୭, ୯, ୧୦, ୧୧, ୧୩, ୧୪, ୧୬, ୧୭, ୧୮, ୨୦, ୨୧, ୨୩, ୨୪, ୨୫, ୨୭, ୨୮, ୩୦ ଏବଂ ୩୧ ଡିସେମ୍ବର; ୧, ୩, ୪, ୬, ୭, ୮, ୧୦ ଏବଂ ୧୧ ଜାନୁଆରୀ ୨୦୨୭।* ୨୨୨୦୨ (ପୁରୀ–ଶିଆଲଦା): ୨୨, ୨୪, ୨୭, ୨୯ ଏବଂ ୩୧ ଅକ୍ଟୋବର; ୩, ୫, ୭, ୧୦, ୧୨, ୧୪, ୧୭, ୧୯, ୨୧, ୨୪, ୨୬ ଏବଂ ୨୮ ନଭେମ୍ବର; ୧, ୩, ୫, ୮, ୧୦, ୧୨, ୧୫, ୧୭, ୧୯, ୨୨, ୨୪, ୨୬, ୨୯ ଏବଂ ୩୧ ଡିସେମ୍ବର; ୨, ୫, ୭ ଏବଂ ୯ ଜାନୁଆରୀ ୨୦୨୭।* ୧୨୧୪୬ (ପୁରୀ–ଲୋକମାନ୍ୟ ତିଳକ ଟର୍ମିନସ୍): ୨୭ ଅକ୍ଟୋବର; ୩, ୧୦, ୧୭ ଏବଂ ୨୪ ନଭେମ୍ବର; ୧, ୮, ୧୫, ୨୨ ଏବଂ ୨୯ ଡିସେମ୍ବର ୨୦୨୬; ଏବଂ ୫ ଜାନୁଆରୀ ୨୦୨୭।* ୧୫୬୪୩ (ପୁରୀ–କାମାଖ୍ୟା): ୨୪ ଏବଂ ୩୧ ଅକ୍ଟୋବର; ୭, ୧୪, ୨୧ ଏବଂ ୨୮ ନଭେମ୍ବର; ୫, ୧୨, ୧୯ ଏବଂ ୨୬ ଡିସେମ୍ବର ୨୦୨୬; ଏବଂ ୨ ଓ ୯ ଜାନୁଆରୀ ୨୦୨୭।* ୧୫୬୩୯ (ପୁରୀ–କାମାଖ୍ୟା): ୨୭ ଅକ୍ଟୋବର; ୩, ୧୦, ୧୭ ଏବଂ ୨୪ ନଭେମ୍ବର; ୧, ୮, ୧୫, ୨୨ ଏବଂ ୨୯ ଡିସେମ୍ବର ୨୦୨୬; ଏବଂ ୫ ଜାନୁଆରୀ ୨୦୨୭।* ୨୦୯୧୮ (ପୁରୀ–ଇନ୍ଦୋର): ୨୨ ଏବଂ ୨୯ ଅକ୍ଟୋବର; ୫, ୧୨, ୧୯ ଏବଂ ୨୬ ନଭେମ୍ବର; ୩, ୧୦, ୧୭, ୨୪ ଏବଂ ୩୧ ଡିସେମ୍ବର ୨୦୨୬; ଏବଂ ୭ ଜାନୁଆରୀ ୨୦୨୭।* ୨୨୯୧୦ (ପୁରୀ–ଭଲସାଡ୍): ୨୫ ଅକ୍ଟୋବର; ୧, ୮, ୧୫, ୨୨ ଏବଂ ୨୯ ନଭେମ୍ବର; ୬, ୧୩, ୨୦ ଏବଂ ୨୭ ଡିସେମ୍ବର ୨୦୨୬; ଏବଂ ୩ ଓ ୧୦ ଜାନୁଆରୀ ୨୦୨୭।* ୨୦୪୭୨ (ପୁରୀ–ଶ୍ରୀଗଙ୍ଗାନଗର): ୨୧ ଏବଂ ୨୮ ଅକ୍ଟୋବର; ୪, ୧୧, ୧୮ ଏବଂ ୨୫ ନଭେମ୍ବର; ୨, ୯, ୧୬, ୨୩ ଏବଂ ୩୦ ଡିସେମ୍ବର ୨୦୨୬; ଏବଂ ୬ ଜାନୁଆରୀ ୨୦୨୭।* ୨୨୯୭୪ (ପୁରୀ–ଗାନ୍ଧୀଧାମ): ୨୪ ଏବଂ ୩୧ ଅକ୍ଟୋବର; ୭, ୧୪, ୨୧ ଏବଂ ୨୮ ନଭେମ୍ବର; ୫, ୧୨, ୧୯ ଏବଂ ୨୬ ଡିସେମ୍ବର ୨୦୨୬; ଏବଂ ୨ ଓ ୯ ଜାନୁଆରୀ ୨୦୨୭।* ୧୨୯୯୪ (ପୁରୀ–ଗାନ୍ଧୀଧାମ): ୨୬ ଅକ୍ଟୋବର; ୨, ୯, ୧୬, ୨୩ ଏବଂ ୩୦ ନଭେମ୍ବର; ୭, ୧୪, ୨୧ ଏବଂ ୨୮ ଡିସେମ୍ବର ୨୦୨୬; ଏବଂ ୪ ଓ ୧୧ ଜାନୁଆରୀ ୨୦୨୭।ଯାତ୍ରୀମାନଙ୍କୁ ଟ୍ରେନ୍ ଚଳାଚଳରେ ଏହି ପରିବର୍ତ୍ତନକୁ ଧ୍ୟାନରେ ରଖି ନିଜର ଯାତ୍ରା ଯୋଜନା କରିବାକୁ ପରାମର୍ଶ । ଟ୍ରେନ୍ ସମ୍ବନ୍ଧୀୟ ଅପଡେଟ୍ ସୂଚନା ପାଇଁ, ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ‘ନ୍ୟାସନାଲ୍ ଟ୍ରେନ୍ ଏନକ୍ୱାରୀ ସିଷ୍ଟମ୍’ (NTES) କୁ ଭିଜିଟ୍ କରନ୍ତୁ କିମ୍ବା ରେଳବାଇର ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରିପାରିବେ।

Leave a Reply

Your email address will not be published. Required fields are marked *