ନିଶାମୁକ୍ତ_ହେବ_କଲେଜ_ପରିସର
ନିଶାମୁକ୍ତ_ହେବ_କଲେଜ_ପରିସର-ଶିକ୍ଷାନୁଷ୍ଠାନର ୫୦୦ ମିଟର ପରିସର ହେବ ନିଶାମୁକ୍ତ ଜୋନ୍-ରାଜ୍ୟର ସମସ୍ତ କଲେଜକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ-୫୦୦ ମିଟରରେ ନିଶାଦ୍ରବ୍ୟ ବିକ୍ରୟ କେନ୍ଦ୍ରର ହେବ ଯାଞ୍ଚ -ସମସ୍ତ ତଥ୍ୟ HIMS ପୋର୍ଟାଲରେ ଅପଲୋଡ୍ ପାଇଁ ନିର୍ଦ୍ଦେଶ-ଆସନ୍ତା ଜୁଲାଇ ୧୫ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ l
