ତିଆରି_ହେବ_ମହାଲକ୍ଷ୍ମୀ_କରିଡର
ତିଆରି_ହେବ_ମହାଲକ୍ଷ୍ମୀ_କରିଡର-ରାଜ୍ୟରେ ତିଆରି ହେବ ମହାଲକ୍ଷ୍ମୀ କରିଡର-ବଳରାମ ଦାସଙ୍କ ଜନ୍ମପୀଠରେ ତିଆରି ହେବ ଏହି କରିଡର-ଏହି କରିଡରରେ ରହିବ ବଳରାମ ଦାସଙ୍କ ଗ୍ୟାଲେରୀ-ଲକ୍ଷ୍ମୀଙ୍କ ରିସର୍ଚ୍ଚ ଗ୍ୟାଲେରୀ ମଧ୍ୟ ଏହି କରିଡରରେ ରହିବ-୫୦୦ ମହିଳା ଏକାଠି ଲକ୍ଷ୍ମୀପୁରାଣ ଗାଇବା ଲାଗି ସ୍ଵତନ୍ତ୍ର କରିଡର ରହିବ-ଏହି କରିଡର ସ୍ଥାନୀୟ ରୋଜଗାର, ମହିଳା ଅର୍ଥନୀତି ଦେଇ ପାରିବ-୧ କୋଟି ସଂଶୋଧିତ ଲକ୍ଷ୍ମୀପୁରାଣ ବାଣ୍ଟିବେ ରାଜ୍ୟ ସରକାର-ନମିତା ଅଗ୍ରୱାଲ ଓ ଗୀତା ଦାସ ଗାଇବେ l
