ରଙ୍ଗର ପର୍ବ ରେ ରଙ୍ଗୀନ ଭାଲୁମୁଣ୍ଡା ରଙ୍ଗ ର ପର୍ବ ହୋଲି
ରଙ୍ଗର ପର୍ବ ରେ ରଙ୍ଗୀନ ଭାଲୁମୁଣ୍ଡା ରଙ୍ଗ ର ପର୍ବ ହୋଲି | ଆଜି ବିଭିନ୍ନ ରଙ୍ଗ ରେ ସଜେଇ ହୋଇଛି ଭାଲୁମୁଣ୍ଡା ଗ୍ରାମ | ହୋଲିର ରଙ୍ଗ ରେ ରଙ୍ଗୀନ ହୋଇଛନ୍ତି ଭାଲୁମୁଣ୍ଡା ବାସୀ |ଆଜି ସବୁ ରାଗରୁଷା ଭୁଲି ଜୀବନକୁ ରଙ୍ଗୀନ କରିବାକୁ ହୋଲି ଉତ୍ସବ ପାଳନ କରୁଛନ୍ତି ଲୋକେ | ଜାତି ଧର୍ମ ବର୍ଣ୍ଣ କୁ ଭୁଲି ପରସ୍ପର କୁ ରଙ୍ଗ ଲଗାଇ ନାଚ ଗୀତ ରେ କମ୍ପୁଛି ଭାଲୁମୁଣ୍ଡା ଗ୍ରାମ |ପିଠା ପଣା ରେ ମହକୁଛି ସମଗ୍ର ସହର |ବଜାର ରେ କେମିକାଲ ରଙ୍ଗ ପ୍ରତି ସତର୍କତା ଅବଲମ୍ବନ କରାଯାଉଛି |ଆଜିର ଦିନକୁ ହୋଲିକା ଦହନ ବୋଲି ମଧ୍ୟ ଲୋକେ କୁହନ୍ତି |ପୌରାନିକ ଏହି ଗଣ ପର୍ବକୁ ଧୂମଧାମ ରେ ପାଳନ କରୁଛନ୍ତି ଜନସାଧାରଣ |ଏହା ଏକ ବନ୍ଧୁତ୍ୱପୂର୍ଣ୍ଣ ଗଣ ପର୍ବ |
