କାକଟପୁର ବ୍ଲକ ଅନ୍ତର୍ଗତ ଅବଦାନ ପଞ୍ଚାୟତ ଚିତ୍ରେଶ୍ଵରୀ ବାତ୍ୟା ଆଶ୍ରୟସ୍ଥଳୀ
କାକଟପୁର ବ୍ଲକ ଅନ୍ତର୍ଗତ ଅବଦାନ ପଞ୍ଚାୟତ ଚିତ୍ରେଶ୍ଵରୀ ବାତ୍ୟା ଆଶ୍ରୟସ୍ଥଳୀରେ ବ୍ୟାପକ ଅବ୍ୟବସ୍ଥା ନେଇ ଅଭିଯୋଗ ଆଣିଲେ ସ୍ଥାନୀୟ ବାସିନ୍ଦା। ସକାଳୁ କୌଣସି ପ୍ରକାର ଖାଦ୍ୟ ପାନୀୟ ବ୍ୟବସ୍ଥା କି ଆଲୋକ ବ୍ୟବସ୍ଥା କରାଯାଇନାହିଁ। ଖୋଦ୍ ଉପ ମୂଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏହି ଆଶ୍ରୟ ସ୍ଥଳୀରେ ପରିଦର୍ଶନ କରିଥିଲେ ମଧ୍ୟ ପଞ୍ଚାୟତ କି ବ୍ଳକ୍ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନାହିଁ।
