DCP-ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ଡିଜିଟାଲ୍‌ ତଥ୍ୟ ସଂଗ୍ରହ

ଚନ୍ଦ୍ରିକା ତାଙ୍କ ମାଆଙ୍କ ହ୍ବାଟ୍ସଆପ୍‌ ଚାଟ୍‌ ମିଳିଛି: DCP-ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ଡିଜିଟାଲ୍‌ ତଥ୍ୟ ସଂଗ୍ରହ ହୋଇଛି-ଉଦଳା ସ୍ଥିତ ଚନ୍ଦ୍ରିକାଙ୍କ ଘରୁ ତଥ୍ୟ ସଂଗ୍ରହ ହୋଇଛି କହିଲେ କଟକ ଡିସିପି-କାଲି ଚନ୍ଦ୍ରିକାଙ୍କ ମା, ଭାଇ, ସମ୍ପର୍କୀୟଙ୍କୁ ପଚରାଉଚରା କରାଯାଇଛି-ମୃତ୍ୟୁ ପୂର୍ବରୁ ଚନ୍ଦ୍ରିକା ଓ ତାଙ୍କ ମାଆଙ୍କ ହ୍ବାଟଆପ୍‌ ଚାଟ୍‌ ହସ୍ତଗତ ହୋଇଛି-ଅଭିଯୁକ୍ତ ଭୀମସେନ ବାବଦରେ ମାଆ, ଝିଅଙ୍କ ମଧ୍ୟରେ ଚାଟିଂ ହୋଇଛି-ଆଇନଗତ ପଦକ୍ଷେପ ନଚେତ କିଛି ବଡ଼ ପଦକ୍ଷେପ ନେବି ଚନ୍ଦ୍ରିକା ଲେଖିଛି-ଭୀମସେନ ଓ ଚନ୍ଦ୍ରିକାଙ୍କ ମାଆ ମଧ୍ୟରେ ବାର୍ତ୍ତାଳପ ଅଡିଓ ମଧ୍ୟ ମିଳିଛି-ଡିଜିଟାଲ୍‌ ତଥ୍ୟକୁ ପ୍ରମାଣ ଭାବେ ବିବେଚନା କରାଯିବ-ଭୀମସେନଙ୍କୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ସଂଗ୍ରହ କରାଯିବ

Leave a Reply

Your email address will not be published. Required fields are marked *