ନିଟ୍‌ ପୁନଃପରୀକ୍ଷା

ନିଟ୍‌ ପୁନଃପରୀକ୍ଷା : ମୁଖ୍ୟ_ସଚିବଙ୍କ_ସମୀକ୍ଷା-ନିଟ୍‌ ୟୁଜି ପୁନଃପରୀକ୍ଷାକୁ ସୁବ୍ୟବସ୍ଥିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ-ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ-ସବୁ ଜିଲ୍ଲାପାଳଙ୍କ ସହ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ନେଇ ଆଲୋଚନା-ପରୀକ୍ଷାର୍ଥୀଙ୍କ ଯିବା ଆସିବା ପାଇଁ ବସ୍ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ-ଦାୟିତ୍ୱ ସଠିକ୍‌ ନିର୍ବାହ ପାଇଁ ନିର୍ଦ୍ଦେଶ, କୌଣସି ତ୍ରୁଟିକୁ ବରଦାସ୍ତ କରାଯିବନି-ଯୋଗ ଦିବସ କାର୍ଯ୍ୟକ୍ରମ ସକାଳ ୮ଟା ସୁଦ୍ଧା ସାରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

Leave a Reply

Your email address will not be published. Required fields are marked *