ସ୍ଥାୟୀ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି
ସ୍ଥାୟୀ ଜିଲ୍ଲା ଭିତ୍ତିକ ନିଯୁକ୍ତି ଆମର ଦାବି ନେଇ ଧାରଣରେ ବସିଛି ଛାତ୍ର ଛାତ୍ରୀ ମାନେ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପଞ୍ଚାୟତ ରାଇଘର ଅନ୍ତର୍ଗତ ସ୍ଥାୟୀ ରାଇଘର ଠାରେ ମୂଳନିବାସି ଛାତ୍ର ଛାତ୍ରୀ ମାନେ ରାଜା ରାସ୍ତା କୁ ଧାରଣାରେ ବସିଛନ୍ତି । ଆଜି ସକାଳ ୬ ଠାରୁ ନେଇ ସଂଧ୍ୟା ୭ ଟା ପ୍ରର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନେ ଧାରଣାରେ ବସିଥିଲା।( ୧) ନମ୍ବର ଦାବି କନିଷ୍ଠ ଶିକ୍ଷକ ନିଯୁକ୍ତି ଜିଲ୍ଲା ଭିତ୍ତିକ କରାଯାଉ ।(୨) ନମ୍ବର ଦାବି ପେଶା ନୀୟମ ଲାଗୁ କରାଯାଉ(୩) ନମ୍ବର ଦାବି ଚତୁର୍ଥ ଓ ତୃତୀୟ ଶ୍ରେଣୀ କର୍ମଚାରୀଙ୍କୁ ଜିଲ୍ଲା ଭିତ୍ତିକ ହେଉ । ଛାତ୍ର ଛାତ୍ରୀ ମାନଙ୍କ ର ଦାବି ଗୁଡ଼ିକ ପୁର୍ଣ ନହେଲେ ଆଗାମୀ ଦିନରେ ନିଆଁ ଜଳିବ କହି ସ୍ଳୋଗାନ ଦେଉଥିବା ଦେଖିବାକୁ ମିଳିଛି। ରାଇଘର ରୁ ଦୀପଙ୍କର ଡାକୁଆ ସହ ପ୍ରଦୀପ ଶିକଦାର ରିପୋର୍ଟ ଖବର ପ୍ଲେସ ଓଡ଼ିଶାର
