ଇସ୍କନକୁ_ଗଜପତି_ମହାରାଜାଙ୍କ ଚିଠି
ଇସ୍କନକୁ_ଗଜପତି_ମହାରାଜାଙ୍କ_ଚିଠି-ଇସ୍କନର ଅ-ତିଥି ସ୍ନାନଯାତ୍ରା, ରଥଯାତ୍ରାକୁ ଗଜପତିଙ୍କ ତୀବ୍ର ବିରୋଧ-ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଅସନ୍ତୋଷ ବ୍ୟକ୍ତ କଲେ ଗଜପତି-ଇସ୍କନର ଗଭର୍ଣ୍ଣିଂ ବଡି କମିଶନକୁ ପୁଣି ଚିଠି ଲେଖିଲେ ଗଜପତି -ଇସ୍କନ ପକ୍ଷରୁ ସ୍ନାନଯାତ୍ରା ଓ ରଥଯାତ୍ରା ଭିନ୍ନଭିନ୍ନ ସମୟରେ ହେଉଛି-ପ୍ରକୃତ ତିଥି ବ୍ୟତୀତ ଅନ୍ୟ କୌଣସି ସମୟରେ ଯାତ୍ରା ପାଳନ ଅନୁଚିତ୍-ଶ୍ରୀଜଗନ୍ନାଥ ସଂସ୍କୃତି ଅନୁସାରେ ସାରାବିଶ୍ବରେ ଗୋଟିଏ ତିଥିରେ ପାଳନ ହେଉ-ପ୍ରକୃତ ତିଥି ବ୍ୟତୀତ ଅନ୍ୟ କୌଣସି ସମୟରେ ଯାତ୍ରା ପାଳନ ଅନୁଚିତ୍- ଜ୍ୟେଷ୍ଠ ପୂର୍ଣ୍ଣିମାରେ ହିଁ ସାରାବିଶ୍ବର ଇସ୍କନ ମନ୍ଦିର ସ୍ନାନଯାତ୍ରା କରନ୍ତୁ-ନବଦିନାତ୍ମକ ଯାତ୍ରା ସମୟରେ ରଥଯାତ୍ରା କରିବାକୁ ଗଜପତିଙ୍କ ଅନୁରୋଧ-ଆଷାଢ ଶୁକ୍ଳ ପକ୍ଷ ଦ୍ବିତୀୟାଠାରୁ ଆରମ୍ଭ ହୁଏ ନବଦିନାତ୍ମକ ଯାତ୍ରା-୨୦୨୫ରେ ଜିବିସି ନେଇଥିବା ନିଷ୍ପତ୍ତିର ପୁନର୍ବିଚାର କରିବାକୁ ନିବେଦନ l
