ଧୀରଜ ସେଠ୍ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ-ଲେଫ୍ଟନାଣ୍ଟ
ଧୀରଜ ସେଠ୍ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ-ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ-ସ୍ଥଳସେନା ମୁଖ୍ୟ ଭାବେ ଧୀରଜ ସେଠ୍ଙ୍କୁ ନିଯୁକ୍ତି ଦେଲେ କେନ୍ଦ୍ର ସରକାର -ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀଙ୍କ ସ୍ଥାନ ନେବେ ଧୀରଜ ସେଠ୍-ଜୁନ୍ ୩୦ରୁ ୨୦୨୮ ଅଗଷ୍ଟ ୩୧ ଯାଏଁ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ବ-ବର୍ତ୍ତମାନ ସେନା ଉପାଧ୍ୟକ୍ଷ ଅଛନ୍ତି ଧୀରଜ ସେଠ୍
