CBT ମୋଡ୍ରେ ହେବ ରେଲୱେ ପରୀକ୍ଷା
CBT ମୋଡ୍ରେ ହେବ ରେଲୱେ ପରୀକ୍ଷା-ରେଲୱେ ପରୀକ୍ଷା CBT ମୋଡ୍ରେ କରିବାକୁ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଘୋଷଣା-RRBର ନିଯୁକ୍ତି ପ୍ରକ୍ରିୟା ସମୀକ୍ଷା ପରେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଘୋଷଣା-ଅଧିକ ସ୍ୱଚ୍ଛତା, ସଠିକତା ଏବଂ ଶୀଘ୍ର ସାରିବା ଉପରେ ଗୁରୁତ୍ୱାରୋପ-ରେଲୱେର ସମସ୍ତ ବିଭାଗୀୟ ପରୀକ୍ଷା କମ୍ପ୍ୟୁଟର-ଆଧାରିତ ହେବ-ଟାବଲେଟ୍-ଆଧାରିତ ପରୀକ୍ଷାକୁ ବିସ୍ତାର କରିବ ରେଲୱେ- ମନ୍ତ୍ରୀ-୨୦୨୫-୨୬ରେ ୪୩ ହଜାର ୭୮୧ ଜଣଙ୍କୁ ନିଯୁକ୍ତି ଦେଇଛି ରେଲୱେ-ସେଥିମଧ୍ୟରୁ ୧୮୭୯୯ ସହାୟକ ଲୋକୋ ପାଇଲଟ୍,୧୪୨୯୮ ଟେକ୍ନିସିଆନ୍ ଅଛନ୍ତି
