ଗଣେଶ ଭସାଣି ବେଳେ ଗଣ୍ଡଗୋଳ।
ଭଦ୍ରକ ତିହିଡି ଥାନା ଅନ୍ତର୍ଗତ ପାଳିଆବିନ୍ଧା ରେ ଗତ ରତିରେ ଗଣେଶ ଭସାଣି ବେଳେ ଦୁଇ ଗୋଷ୍ଟି ମଧ୍ୟରେ ଗଣ୍ଡଗୋଳ। ଉଭୟ ଗୋଷ୍ଟିର 6 ଜଣ ଆହତ ଦୁଇ ଗୁରୁତର କଟକ ବଡ଼ ମେଡିକାଲ ସ୍ଥାନାନ୍ତର । ଘଟଣା ସ୍ଥଳରେ ଚାରି ପ୍ଲାଟୁନ ପୋଲିସ୍ ଫୋର୍ସ ମୃତୟନ | ସୁଚନା ଅନୁଯାଇ ଗତକାଲି ରାତିରେ ପାଳିଆବିନ୍ଧା ରେ ଗଣେଶ ଭସାଣୀ ଚାଲିଥିବା ବେଳେ ଭିଡ ଭିତରେ ଏକ କ୍ଷୀର ଗାଡ଼ି କୁ ଛାଡିବା କୁ ନେଇ ଦୁଇ ଗୋଷ୍ଟି ମଧ୍ୟରେ ଲାଗିଥିଲା ଗଣ୍ଡଗୋଳ। ଉଭୟ ଗୋଷ୍ଟି ର 6 ରୁ ଉର୍ଦ୍ଧ ଆହତ ହେଇଥିବା ବେଳେ ଦୁଇ ଜଣ ଗୁରୁତର ଙ୍କୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରା ଯାଇଛି। ଘଟଣା ସ୍ଥଳରେ ଚାରି ପ୍ଲାଟୁନ ପୋଲିସ୍ ଫୋର୍ସ ମୃତାୟନ ହୋଇଥିବାର ସୁଚନାଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ , ଭଦ୍ରକ,
